ମାନସିକ ଦୁଶ୍ଚିନ୍ତାକୁ କମ କରିବା ପାଇଁ କିଛି ଉପାୟ


ଆଜି କଲି ସମସ୍ତେ ମାନସିକ ଚାପରେ ସବୁ ବେଳେ ରହୁଛନ୍ତି. କାରଣ ନିଜ କାମ, ଅଫିସ କାମ, ଘରର ସମସ୍ୟା ଏବଂ ଅନ୍ୟାନ୍ୟ କାରଣ ଯୋଗୁ. ଯଦି ମାନସିକ ଚାପରୁ ମୁକ୍ତ ହେବ ପାଇଁ ଚାହାନ୍ତି ତାହାଲେ ସବୁଦିନ ଏହାହିଁ କରନ୍ତୁ


୧ :- ମାନସିକ ଚାପରୁ ମୁକ୍ତ ପାଇବା ପାଇଁ ସିଧା ହୋଇ ଚାଲନ୍ତୁ....
ଆପଣ ବଙ୍କା ହୋଇ ଚାଲିବା ଦ୍ୱାରା ଆପଣଙ୍କ ନେଗେଟିବେ ଚିନ୍ତା ବାଡିଥାଏ . ସେଠି ପାଇଁ ସବୁ ବେଳେ ସିଧା ହୋଇ ଚାଲିବ ଉଚିତ

୨ :- ସବୁଦିନ ବ୍ୟୟାମ କରନ୍ତୁ....
ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ସବୁ ଦିନ ବ୍ୟୟାମ କରନ୍ତୁ . ବ୍ୟୟାମ କରିବା ଦ୍ୱାରା ଆପଣଙ୍କ ମନ ଓ ଦେହ ଭଲ ରହିବ


୩ :- ଭଲ ନିଦ ହେବ ଦରକାର....
ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ପାଇଁ ଭଲ ନିଦ ହେବ ଦରକାର . ଭଲ ନିଦରେ ଶୋଇବା ଦ୍ୱାରା ଆପଣ ନିଜକୁ ହାଲୁକା ଅନୁଭବ କରବେ


୪ :- ନିଜ ପାଇଁ କିଛି ସମୟ ବାହାର କରିବା ନିହାତି ଦରକାର....
ଏ ନିହାତି ଦରକାର କି ପ୍ରତି ଦିନ ଆପଣ ଅପାଙ୍କ ପାଇଁ କିଛି ସମୟ ବାହାର କରିବା ନିହାତି ଦରକାର . ଧ୍ୟାନ ରଖନ୍ତୁ କି ସେ ସମୟରେ ଆପଣ କିଛି ଚିନ୍ତା ନ କରବା ଦରକାର . ଏଭଳି କରିବା ଦ୍ୱାରା ଆପଣ ନିଜକୁ ହାଲୁକା ଅନୁଭବ କରିବେ


୫ :- ଗ୍ୟାଯେଡେ(Mobile, Laptop and Etc) ର ବ୍ୟବହାର କମ କରନ୍ତୁ....
ଆଜି କଲି ଗ୍ୟାଯେଡେ ସମ୍ସତିଙ୍କର ନିହାତି ଦରକାର ହେଲେ ଏହାର ବ୍ୟବହାର ଦ୍ୱାରା ଆପଣଙ୍କର କ୍ଷତି ହୋଇ ଥାଏ ତେଣୁ କିଛି ସମୟ ମୋବିଲେ , ଲାପଟପ ଏବଂ ଅନ୍ୟ ଗ୍ୟାଯେଡେ ଠୁ କିଛି ସମୟ ଦୂରରେ ରହିବ ନିହାତି ଦରକାର

Advertisement

Next
This is the most recent post.
Previous
Older Post

0 comments:

Post a Comment

 
Top